ରାଜ୍ୟରେ ଆଉ 154 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
Khabar Odisha:corona-positive-in-Odisha-Today
ଭୁବନେଶ୍ୱର, ଜାନୁଆରୀ 22 (ଖବର ଓଡିଶା) :

 ରାଜ୍ୟରେ ଧିରେ ଧିରେ କମୁଛି କରୋନା ପ୍ରଭାବ ।  ଗତ 24 ଘଣ୍ଟାରେ ରାଜ୍ୟରେ 154 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

21 ଟି ଜିଲ୍ଲା ଓ ଷ୍ଟେଟପୁଲ୍‌ରୁ ଏହି  154 ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 89 ଜଣ କ୍ୱାରେଣ୍ଟାଇନ୍‌ରେ ଓ 65 ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ  ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ 19 ଜଣ ରହିଛନ୍ତି  । 1519 ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି  । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3,34,020 ପହଞ୍ଚିଥିବା ବେଳେ 3,30,545 ଜଣ ସୁସ୍ଥ ହୋଇସାରିଛନ୍ତି

  • Tags:

Subscribe

National International State Sports Entertainment