ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବା ସହ ନିର୍ବାଚନୀ ଉସ୍ମତା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ବ୍ରହ୍ମପୁରରେ ନିର୍ବାଚନ ପାଇଁ ଆଉ ଦିନ କେଇଟା ବାକିଥିବାବେଳେ ନିର୍ବାଚନ ମାହୋଲ ସରଗରମ ହେଲାଣି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋହନା ନିର୍ବାଚନ ମଣ୍ଡଳୀରେ ବିଜେପି ସାଂସଦ ପାର୍ଥି ପ୍ରଦୀପ ପାଣିଗ୍ରାହୀ ଏବଂ ମୋହନା ବିଜେପି ବିଧାୟକ ପାର୍ଥି ପ୍ରଶାନ୍ତ ମଲ୍ଲିକ ନିର୍ବାଚନ ପ୍ରଚାର କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ।
Read More >