ନାମାଙ୍କନ ଦାଖଲ କଲେ କଂଗ୍ରେସର ବୌଦ୍ଧ ଓ କଣ୍ଟାମାଳ ପ୍ରାର୍ଥୀ 02/05/2024 Share story: ଆଜି ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି l ବିଧାନସଭାର ୮୬ ତମ ଆସନ ପାଇଁ ବୌଦ୍ଧ ଜିଲ୍ଲାର ବଶିଷ୍ଠ ଆଇନଜୀବୀ ତଥା ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନବ କୁମାର ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ୮୫ ତମ କଣ୍ଟାମାଳ ଆସନ ପାଇଁ ଶ୍ରୀ ସରୋଜ କୁମାର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ l election boudha kantamal Sangeeta Priyadarshini Sahoo, Author, 02/05/2024