ଗତ ଗୁରୁବାର ବରଗଡ ଜିଲ୍ଳା ଭଟଲି ବ୍ଳକର ଗୋପାଲପୁର, ଭଟଲି, କୁସନପୁରୀ, କେଶାଇପାଲୀ, ହଣ୍ଡାଶକରୀ ଅଞ୍ଚଲରେ କୁଆପଥର ମାଡରେ ଶହ ଶହ ଏକର ଅମଲ ହୋଇଥିବା ଧାନ ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀ । ତେବେ ସୋମବାର ବରଗଡ ଜିଲ୍ଲାପାଳଙ୍କ ପାଖରେ ଗୋପାଳପୁର ଅଞ୍ଚଳର ଚାଷୀ ତଥା ଜୟକିଶାନ ଆନ୍ଦୋଳନର ଚାଷୀ ନେତା ଲିଖିତ ଅଭିଯୋଗ କରିଛନ୍ତି।
Read More >