ମେ ୫ ପରଠାରୁ ତାତିରୁ ତ୍ରାହି! 02/05/2024 Share story: ଏବେ ତାତିରୁ ମିଳିବ ତ୍ରାହି । ମେ ୫ ପରଠାରୁ ତାତି କମିବାର ସମ୍ଭାବନା ରହିଛି । ତେବେ ଏ ନେଇ ଆଜି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଧେଶନା ମନୋରମା ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି । ମେ ୫ ପରଠାରୁ ତାପମାତ୍ରାରେ 4ରୁ 6 ଡିଗ୍ରୀ ହ୍ରାସ ହୋଇପାରେ । ଆଗାମୀ ୭ ଦିନ ଯାଏଁ ଘଡଘଡି ସହିତ ବର୍ଷା ଲାଗି ରହିବ । ଏହା ସହ ଉପକୂଳ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକା ପଢନ୍ତୁ: ୬ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ weather temperture Sangeeta Priyadarshini Sahoo, Author, 02/05/2024