ସମ୍ବଲପୁର ଜିଲ୍ଲା ଯୁଯୋମୂରା ବ୍ଳକର କଂସର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଝଡ ତୋଫାନରେ ଗଛ ପଡ଼ି ଗ୍ରାମର ୫ ଜଣଙ୍କର ଘର ଭାଙ୍ଗିଯାଇଛି। ତେବେ ଏହି ଘଟଣାରେ କଂସର ଗ୍ରାମର ସୁଶିଲ ମୁଣ୍ଡା,ଜନ୍ମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା , ଶାନ୍ତି କେରକେଟା, ସେଟ୍ ଟପନୋଙ୍କ ଘର ଭାଙ୍ଗିବା ସହ ତାଙ୍କର ଅନେକ କ୍ଷତି ହୋଇଛି।
Read More >