ପ୍ରତିବର୍ଷ ଜୁନ ୩୦ ତାରିଖକୁ 'ସାମାଜିକ ଗଣମାଧ୍ୟମ ଦିବସ’ ଭାବେ ପାଳନ କରାଯାଉଛି। ଆଜିକାଲି କେବଳ ଯୁବପିଢ଼ି ନୁହେଁ, ବୟସ୍କ ଲୋକେ ବି ଗଣମାଧ୍ୟମର ମାୟାଜାଲରେ ଛନ୍ଦିହୋଇଗଲେଣି। ପ୍ରତିଦିନ ଲକ୍ଷାଧିକ ଲୋକ ଫେସବୁକ୍, ହ୍ବାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଆଦିର ବ୍ୟବହାର କରୁଥିବା ବେଳେ ସେମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ୧୯୯୭ ମସିହାରେ ପ୍ରଥମ ସାମାଜିକ ଗଣମାଧ୍ୟ ସାଇଟ୍ ‘ସିକ୍ସ ଡିଗ୍ରୀଜ୍’ ଆରମ୍ଭ ହେଲା।
Read More >