ନବରଙ୍ଗପୁର ଜିଲ୍ଲା ରାଜନୀତିରେ ରୋଚକ ଦୃଶ୍ୟ । ବିଜେଡିର ଚକ୍ରନ୍ତରେ ଫସିବାକୁ ଯାଉଥିଲେ ବ୍ଲକ ଅଧ୍ୟକ୍ଷା । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକର ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷଙ୍କ ସମେତ ୨୩ ଜଣ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି ।ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମର୍ଥନରେ ବହୁମତ ହାସଲ କରି ବ୍ଲକ ଅଧ୍ୟକ୍ଷା ହୋଇଥିଲେ ନିଳେନ୍ଦ୍ରୀ ନାୟକ। କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ନେଇ ବିଜେଡି ଭିତରେ ଫାଟ ସୃଷ୍ଟି ହେବା ପରେ ଦଳ ତାଙ୍କୁ ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଥିଲା ।
Read More >