ମହାକୁମ୍ଭ ଭାଇରାଲ୍ ଝିଅ ମୋନାଲିସା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।ସେ ତାଙ୍କ ମୁସଲମାନ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ବୁଧବାର ଦିନ ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଛନ୍ତି। ପ୍ରଶଂସକ, ଗଣମାଧ୍ୟମ ଏବଂ ରାଜନେତାମାନେ ବିବାହରେ ଯୋଗ ଦେଇଥିଲେ। ବିବାହ ରୀତିନୀତି ପରେ ଦମ୍ପତି ଦେବତାଙ୍କ ସମ୍ମୁଖରେ ପ୍ରଣାମ କରିଥିଲେ ଏବଂ ପରେ ପୁରୋହିତଙ୍କଠାରୁ ଆଶୀର୍ବାଦ ନେଇଥିଲେ।
Read More >