ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡର କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାସ କରିଛି ଜାତୀୟ ଗଣମାଧ୍ୟମ। ଏହି ସିରିଜରେ ଗତ ସପ୍ତାହରେ ବାହାବଲପୁରର ମର୍କଜ ଉସମାନ ଓ ଅଲିରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଏବଂ ବିଶ୍ୱ ଆତଙ୍କବାଦୀ ମୌଲାନା ମସୁଦ ଆଝାରଙ୍କ ଦ୍ୱାରା ଦିଆଯାଇଥିବା ଭାଷଣର ଏକ ଅଡିଓ ରେକର୍ଡିଂ ମିଳିଛି।
Read More >