ମଧ୍ୟପ୍ରଦେଶର ଇନ୍ଦୋରରେ କିନ୍ନରମାନଙ୍କ ମଧ୍ୟରେ ଏକ ବିବାଦ ଗମ୍ଭୀର ରୂପ ନେଇଛି। ନନ୍ଦଲାଲପୁରା ଅଞ୍ଚଳର ଏକ ଗୋଷ୍ଠୀର ପ୍ରାୟ ୨୪ ଜଣ କିନ୍ନର ଏକ ବନ୍ଦ କୋଠରୀରେ ସାମୂହିକ ଭାବରେ ଫିନାଇଲ୍ ପିଇଥିଲେ। ପଣ୍ଡରନାଥ ଥାନା ଅଞ୍ଚଳ ଅନ୍ତର୍ଗତ ନନ୍ଦଲାଲପୁରା ଅଞ୍ଚଳରେ ଫିନାଇଲ୍ ସେବନ ବିଷୟରେ ପୋଲିସ ସୂଚନା ପାଇବା ମାତ୍ରେ ଆତଙ୍କିତ ଅବସ୍ଥାରେ ଥିଲା।
Read More >