ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାର ଲୋକମାନେ ଗରମରେ କଷ୍ଟ ପାଉଛନ୍ତି। ରବିବାର ଦିନ ଉତ୍ତର ପ୍ରଦେଶର ବାଣ୍ଡା ସବୁଠାରୁ ଉତ୍ତପ୍ତ ସହର ଥିଲା ଯାହାର ତାପମାତ୍ରା ୪୬.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିଲା।
Read More >