ରାଜ୍ୟରେ ଆଜି ୧୨,୦୭୭ ଜଣ କରୋନାରୁ ସୁସ୍ଥ
Khabar Odisha:with-today-new-12077-covid-recoverys-tsate-totall-recovery-stand-at-514532

 ଭୁବନେଶ୍ୱର, ମେ୧୬(ଖବର ଓଡିଶା);ରାଜ୍ୟରେ ବଢୁଛି କରୋନା ଆରୋଗ୍ୟଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୨,୦୭୭ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ସୁସ୍ଥ ତାଲିକା ଏବେ ରାଜ୍ୟରେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ରାଜ୍ୟରେ ସ୍ଥିର ଆଜି ସୁନ୍ଦରଗଡରୁ ସର୍ବାଧିକ ୨୦୭୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ୧୬୧୧ ଜଣ । ଏହା ସହିତ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ପହଁଚିଛି ୫୧୪୫୩୨ରେ ।ସେହିପରି...... 

କଟକରୁ ୯୧୬

ନବରଙ୍ଗପୁରରୁ ୪୨୯

ଝାରସୁଗୁଡାରୁ ୪୨୫

ଅନୁଗୁଳରୁ ୫୮୦

ମୟୂରଭଞ୍ଜରୁ ୧୭୫

ସମ୍ବଲପୁରରୁ ୫୪୩

ନୂଆପଡାରୁ ୨୬୧

ପୁରୀରୁ ୪୫୩

ବରଗଡରୁ ୪୬୨

ଯାଜପୁରରୁ ୧୦୪

ବଲାଙ୍ଗିରିରୁ ୪୩୫

କେନ୍ଦୁଝରରୁ ୨୧୦

ଗଞ୍ଜାମରୁ ୨୧୮

ବାଲେଶ୍ୱରରୁ ୪୩୭

ଗଜପତିରୁ ୧୦୧

ରାୟଗଡାରୁ ୧୭୬

କଳାହାଣ୍ଡିରୁ ୪୦୧

ନୟାଗଡରୁ ୨୧୫

ସୋନପୁରରୁ ୨୧୩

ଜଗତସିଂହପୁରରୁ ୧୩୦

ଦେବଗଡରୁ ୧୩୬

କେନ୍ଦ୍ରାପଡାରୁ ୧୫୬

କୋରାପୁଟରୁ ୧୧୮

ଭଦ୍ରକରୁ ୩୮୨

କନ୍ଧମାଳରୁ ୬୯

ମାଲକାନଗିରିରୁ ୬୩

ଢେଙ୍କାନାଳରୁ ୧୩୭

ବୌଦ୍ଧରୁ ୯୨

  • Tags:

Subscribe

National International State Sports Entertainment