ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୩୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି। ଏଥିରେ କ୍ରୀଡ଼ା, କୃଷି, ଜଳବାୟୁ ପରିବର୍ତ୍ତନ, ବିଜ୍ଞାନ, ଜୀବନଶୈଳୀ ପ୍ରମୁଖ ସାମିଲ ରହିଛି।
Read More >