ରାଜ୍ୟରେ କମୁଛି କରୋନା ପ୍ରକୋପ, ଆଉ 222 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
Khabar Odisha:corona-positive-in-Odisha-Today
ଭୁବନେଶ୍ୱର, ଡିସେମ୍ବର 14 (ଖବର ଓଡିଶା) :

ରାଜ୍ୟରେ କମୁଛି କରୋନା ପ୍ରକୋପ ।  ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 222 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

23 ଟି ଜିଲ୍ଲା ଓ ଷ୍ଟେଟପୁଲ୍‌ରୁ ଏହି  222 ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 127 ଜଣ କ୍ୱାରେଣ୍ଟାଇନ୍‌ରେ ଓ 95 ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।  ଅନୁଗୁଳ ଜିଲ୍ଲାରୁ ସର୍ବାଧିକ 28ଜଣ ରହିଛନ୍ତି  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3,32,763 ପହଞ୍ଚିଥିବା ବେଳେ 3,28,622 ଜଣ ସୁସ୍ଥ ହୋଇସାରିଛନ୍ତି 2,192 ଜଣ ଚିକିତ୍ସାଧୀନ ଅଛନ୍ତି 

  • Tags:

Subscribe

National International State Sports Entertainment