ଦିଲ୍ଲୀ-ଏନସିଆରକୁ ବାୟୁ ପ୍ରଦୂଷଣର ବିପଦରୁ ରକ୍ଷା କରିବା ପାଇଁ ଏହି ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି କରାଯିବ ବୋଲି ଦାବି ସତ୍ତ୍ୱେ, ସବୁଜ ବାଣ ନାମରେ ବିକ୍ରି ଏବଂ ଫୁଟିବା ଯୋଗୁଁ ବ୍ୟାପକ ପ୍ରଦୂଷଣ ହୋଇଥିଲା। ଦୀପାବଳି ପରେ ମଙ୍ଗଳବାର ସକାଳେ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।
Read More >