୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଙ୍ଗଲ ଜମି ବଣ୍ଟନ ସହାୟକଙ୍କୁ କାବୁ କଲା ଭିଜିଲାନ୍ସ
Khabar Odisha:Vigilance-arrested-forest-land-distribution-assistant-while-accepting-bribe-of-6-thousand-rupees
କପ୍ତିପଦା, ନଭେମ୍ବର 24(ଖବର ଓଡ଼ିଶା)

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ ।ଭିଜିଲାନ୍ସ ଜାଲରେ ଜଙ୍ଗଲ ଜମି ବଣ୍ଟନ ସହାୟକ।ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା କରାଇ ଦେବାକୁ କପ୍ତିପଦା ତହସିଲର ଜଙ୍ଗଲ ଜମି ବଣ୍ଟନ ସହାୟକ ବିବେକାନନ୍ଦ ଜେନା ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ଯୁବକ ଜଣକ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଜଣାଇଇଥିଲେ। ପରେ ସଂପୃକ୍ତ ଯୁବକ ଟଙ୍କା ଦେବା ବେଳେ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ। ଏହା ସହିତ କାର୍ଯ୍ୟାଳୟରେ ସମସ୍ତ ଦସ୍ତାବିଜ ମଧ୍ୟ ଯାଞ୍ଚ କରିଛି ଭିଜିଲାନ୍ସ ବିଭାଗ। 

  • Tags:

Subscribe

National International State Sports Entertainment