କରୋନା ନେଲା ୧୬ ଜଣ ସଂକ୍ରମିତଙ୍କ ଜୀବନ, ମୃତକଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି
Khabar Odisha:The-death-toll-from-the-attack-has-risen-to-16-with-2104-deaths
ଭୁବନେଶ୍ବର, ମେ ୦୫ (ଖବର ଓଡ଼ିଶା):

ଆଜି ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ୧୬ ଜଣ ପ୍ରାଣ ହରାଇଛନ୍ତି। ଯାହାଦ୍ବାରା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଗଜପତି ଏବଂ କଳାହାଣ୍ଡି ଜିଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ରାୟଗଡା ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଏବଂ ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

  • Tags:

Subscribe

National International State Sports Entertainment