ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି କୌଣସି ପରିବାରର ତୃତୀୟ ସନ୍ତାନ ହୁଏ, ରାଜ୍ୟ ସରକାର ୩୦,୦୦୦ ଟଙ୍କା ଏବଂ ଯଦି ଚତୁର୍ଥ ସନ୍ତାନ ଜନ୍ମ ହୁଏ, ସେମାନଙ୍କୁ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ। ରାଜ୍ୟର ଜନସଂଖ୍ୟା ହ୍ରାସକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
Read More >