ଦକ୍ଷିଣ ଏବଂ ଉତ୍ତର କଶ୍ମୀରର ଦୁଇଟି ସ୍ଥାନରେ ବାଦଲଫଟା ବର୍ଷା ଏବଂ ବନ୍ୟା ଯୋଗୁଁ ସମ୍ପତ୍ତି କ୍ଷତି ହୋଇଥିବା ରିପୋର୍ଟ କରାଯାଇଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ପ୍ରଥମ ବାଦଲଫଟା ବର୍ଷା ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ଦେବସାର ଅଞ୍ଚଳର ଦର୍ଦଗୁଣ୍ଡରେ ଘଟିଥିଲା, ଯେତେବେଳେ ଦ୍ୱିତୀୟ ବାଦଲଫଟା ବର୍ଷା ଉତ୍ତର କଶ୍ମୀରର ବନ୍ଦିପୋରା ଜିଲ୍ଲାର ନାଗମାର୍ଗ ଅଞ୍ଚଳରେ ଘଟିଥିଲା।
Read More >