ଦିଲ୍ଲୀ ସରକାର ସିଟି ହିଟ୍ ଆକ୍ସନ୍ ପ୍ଲାନ୍ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଯୋଜନା ଅନୁଯାୟୀ, ହସ୍ପିଟାଲ, ସ୍କୁଲ, ନିର୍ମାଣ ସ୍ଥାନ, ଅଟଳ କ୍ୟାଣ୍ଟିନ୍, ପୋଲିସ ଷ୍ଟେସନ, ଡାକଘର ଏବଂ ବସ୍ ଷ୍ଟାଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ସମସ୍ତ ପ୍ରମୁଖ ସ୍ଥାନରେ ଓଆରଏସ ସୁବିଧା ଉପଲବ୍ଧ କରାଯିବ।
Read More >