ଣ୍ଡୋନେସିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ଡଜନ ଡଜନ ପିଲା ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ତିନି ଜଣ ପିଲାଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି। Read More >
ଆମେରିକାର ସେନେଟ୍ କୌଣସି ପାଣ୍ଠି ପ୍ରସ୍ତାବ ପାସ୍ ନକରି ମୁଲତବୀ ଘୋଷଣା କରିଛି। ଫଳରେ ସରକାରୀ ବନ୍ଦ ହେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି। Read More >
ରିଜର୍ଭ ବ୍ୟାଙ୍କ ଅପ୍ ଇଣ୍ଡିଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟି (ଏମପିସି)ର ତିନି ଦିନିଆ ବୈଠକ ପରେ ବୁଧବାର ଘୋଷଣା କରାଯାଇଛି ଯେ ସୁଧ ହାର (ରେପୋ ହାର) ଅପରିବର୍ତ୍ତିତ ରହିବ। Read More >
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତରହୋଇଛି। ତାଙ୍କୁ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Read More >
ପାନିପତ-ଖାତିମା ରାଜପଥର ତ୍ରିଦେବ ହୋଟେଲ ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଏକ କାର ଧକ୍କା ଦେଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ବୁଧବାର ସକାଳ ପ୍ରାୟ ସାଢ଼େ Read More >
ଚଳିତ ବର୍ଷ ଦଶହରାରେ ରାଜସ୍ଥାନର କୋଟାରେ ବିଶ୍ୱର ସବୁଠାରୁ ଉଚ୍ଚ ରାବଣର ପ୍ରତିମୂର୍ତ୍ତି ପୋଡ଼ାଯିବ ବୋଲି କୁହାଯାଉଛି। ପ୍ରାୟ ଚାରି ମାସର କଠିନ ପରିଶ୍ରମ ପରେ ଅମ୍ବାଲା କାରିଗର ତେଜେନ୍ଦ୍ର ଚୌହାନ Read More >
ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଆଜିଠାରୁ ଅନେକ ଆର୍ଥିକ ଏବଂ ଅଣ-ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି। Read More >
ଗାଜା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନାର ଏକ କପି ହମାସ ପାଖରେ ପହଞ୍ଚିଛି। ଶାନ୍ତି ଯୋଜନା ପାଇଁ ଅତ୍ୟଧିକ ସମର୍ଥନ ହମାସ ଉପରେ ଏହାକୁ ଗ୍ରହଣ କରିବା ପାଇଁ ଚାପ ବୃଦ୍ଧି କରିଛି। Read More >
ଅକ୍ଟୋବର ମାସରେ ଦଶହରା ଓ ଦୀପାବଳି ଭଳି ଅନେକ ପ୍ରମୁଖ ପର୍ବ ପାଳନ କରାଯାଉଛି। ଫଳସ୍ୱରୂପ ଖର୍ଚ୍ଚ ଅଧିକ ହେଉଛି। ପର୍ବ ଆସିବା ପୂର୍ବରୁ ଗ୍ୟାସ ଏଜେନ୍ସି ସାଧାରଣ ଲୋକଙ୍କୁ ଏକ ବଡ଼ ଆଘାତ ଦେଇଛି। Read More >
ଚାରି ମାସ ଧରି ପ୍ରବଳ ବର୍ଷା ସହିତ ସମଗ୍ର ଦେଶକୁ ଆଶ୍ୱସ୍ତି ଦେଇଥିବା ମୌସୁମୀ ଶେଷରେ ଅନେକ ରାଜ୍ୟରୁ ବିଦାୟ ନେଇସାରିଛି। ପାଣିପାଗ ବିଭାଗ ଆନୁଷ୍ଠାନିକ ଭାବରେ ଏହାର ବିଦାୟ ଘୋଷଣା କରିଛି। Read More >
ବାୟୁସେନାର ଉପାଧ୍ୟକ୍ଷ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତୀୟ ସାମରିକ କ୍ଷେତ୍ରକୁ ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହେବାକୁ ପଡିବ। Read More >
ଫିଲିପାଇନ୍ସରେ ମଙ୍ଗଳବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା, ଯାହା ଦେଶର ଅନେକ ଅଂଶକୁ ଧ୍ୱଂସ କରିଛି। Read More >
ଭିଜୁଛି ପାର୍ବଣ : ଅବପାତ ରୂପ ନେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର
ଟାରିଫ୍ ୱାର୍ ଭିତରେ ହୋଇପାରେ ମୋଦୀ-ଟ୍ରମ୍ପ୍ ଭେଟଘାଟ
ପୋଲିସର ନାକ ତଳେ ଚାଲିଛି ଅସାଧୁ ସୁଧଖୋର୍ ଗ୍ୟାଙ୍ଗର କଳା କାରନାମା!
ଭାରତର ସବୁଠାରୁ ଧନୀ ମହିଳା ରୋଶନୀ ନାଦର, କିଏ ଏହି ଉଦ୍ୟୋଗପତି ?