ଭାରତୀୟ ସେୟାର ବଜାର ଏକ ଐତିହାସିକ ଘଟଣା ଦେଖିପାରୁଛି। ଡେନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୭୭,୨୯୦ରେ ଖୋଲିଥିଲା, ଯାହା ପ୍ରାୟ ୨୬୭୪ ପଏଣ୍ଟ ବୃଦ୍ଧି ପାଇଛି। ନିଫ୍ଟି ୭୩୧ ପଏଣ୍ଟ କିମ୍ବା ୩.୬୧%ର ଏକ ବଡ଼ ବୃଦ୍ଧି ପରେ ୨୩,୮୫୫ରେ ମଧ୍ୟ ଖୋଲିଛି।
Read More >