ଚାରୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ସମସ୍ତେ ଏବେ ଚୂଡ଼ାନ୍ତ ଫଳାଫଳକୁ ଅପେକ୍ଷା କରିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗରେ କ୍ଷମତାକୁ ଫେରିବେ କି, ନା ସେଠାରେ ବିଜେପି କ୍ଷମତା ଦଖଲ କରିବେ?
Read More >