ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ‘ଆଇଏସ୍ଆଇ’ ଏବେ ଭାରତ ସହିତ ସିଧାସଳଖ ଯୁଦ୍ଧ ବଦଳରେ ପ୍ରକ୍ସି ଯୁଦ୍ଧ ମାଧ୍ୟମରେ ପଞ୍ଜାବକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଆଇଏସ୍ଆଇ ଗ୍ୟାଙ୍ଗଷ୍ଟର, ଡ୍ରଗ୍ସ ଚାଲାଣକାରୀ ଏବଂ ଆତଙ୍କବାଦୀଙ୍କ ଏକ ବଡ଼ ନେଟୱାର୍କ ସ୍ଥାପନ କରିଛି।
Read More >