ପ୍ରସିଦ୍ଧ ଭାରତୀୟ-ଆମେରିକୀୟ ପ୍ରତିରକ୍ଷା ରଣନୀତିଜ୍ଞ ଆଶଲି ଜେ. ଟେଲିସ୍ଙ୍କୁ ଗୋପନୀୟ ଡକ୍ୟୁମେଣ୍ଟ ରଖିବା ଏବଂ ଚୀନ୍ ଅଧିକାରୀଙ୍କ ସହ ସାକ୍ଷାତ କରିବା ଅଭିଯୋଗରେ ଗିରଫ କରାଯାଇଛି। ଟେଲିସ୍ଙ୍କୁ ଦକ୍ଷିଣ ଏସୀୟ ସୁରକ୍ଷା ଏବଂ ଆମେରିକା-ଭାରତ ସମ୍ପର୍କ ଉପରେ ୱାଶିଂଟନର ଜଣେ ପ୍ରମୁଖ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ।
Read More >