ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ସ୍ୱାଧୀନତାର ୨୫୦ତମ ବାର୍ଷିକୀ ପାଳନ କରିବା ପାଇଁ ଏକ ନୂତନ ସୀମିତ ସଂସ୍କରଣ ଆମେରିକୀୟ ପାସପୋର୍ଟ ପ୍ରଚଳନ କରିଛନ୍ତି, ଯେଉଁଥିରେ ତାଙ୍କର ଏକ ଗମ୍ଭୀର ଚିତ୍ର ରହିଛି। ସେ ପ୍ରଥମ କାର୍ଯ୍ୟରତ ଆମେରିକୀୟ ରାଷ୍ଟ୍ରପତି ହେବେ ଯିଏ ପାସପୋର୍ଟରେ ତାଙ୍କର ଫଟୋ ପ୍ରଦର୍ଶିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଟ୍ରୁଥ’ରେ ପାସପୋର୍ଟର ଏକ ଚିତ୍ର ସେୟାର କରି ଟ୍ରମ୍ପ ଲେଖିଛନ୍ତି, ଆମେରିକାର ନୂତନ ପାସପୋର୍ଟ, ଯେଉଁଥିରେ 'ସ୍ୱାଗତ, କିନ୍ତୁ ଭଲ ହୁଅ' ଲେଖା ଅଛି।
Read More >