ଦେଶୀ ମଦର ହେବ ହୋମ୍ ଡେଲିଭରି
Khabar Odisha:GOVT-allows-home-delivery-of-CL-and-OS
ଭୁବନେଶ୍ୱର, ଜୁନ 29 ( ଖବର ଓଡ଼ିଶା):

  

ଏଣିକି ଘରେ ପଂହଚିବ ଦେଶୀ ମଦ ଆଉଟ ଷ୍ଟିଲ୍ ମଦଏହି ମଦ ଗୁଡିକର ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛି ଅବକାରୀ ବିଭାଗସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋଇପାରିବ ହୋମ୍ ଡେଲିଭରିବୋତଲ କିମ୍ବା ପାଉଚ ପିଛା ୧୦ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବସର୍ବାଧିକ ଜଣେ ୫୦ ଟଙ୍କାରୁ ଅଧିକ ଡେଲିଭରି ଚାର୍ଜ ଦେଇପାରିବ ନାହିଁକାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ଦେଇନାହାନ୍ତି ସରକାର

 

ପୂର୍ବରୁ ବିଦେଶୀ ମଦର ହୋମ୍ ଡେଲିଭରି ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି । । ଏହି ପୋର୍ଟାଲ୍ ଟି ହେଉଛି www.osbc.co.in ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ଦୋକାନୀଙ୍କ ନାମ ଠିକଣା ଗୋଟିଏ ସ୍ଥାନରେ ଗ୍ରାହକ ପାଇପାରିବେ

  • Tags:

Subscribe

National International State Sports Entertainment