ହିମାଳଚ ପ୍ରଦୋରେ ଏପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଏବଂ ସଡ଼କ ଦୁର୍ଘଟଣାରେ ମୋଟ ୧୬୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୭୦ ଜଣଙ୍କର ମୃତ୍ୟୁ ବିଭିନ୍ନ ମୌସୁମୀ ସମ୍ବନ୍ଧୀୟ ବିପର୍ଯ୍ୟୟରେ ଏବଂ ୯୩ ଜଣଙ୍କର ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜୁନ୍ ୩୦ ରୁ ଅଗଷ୍ଟ ୧୧ ମଧ୍ୟରେ ୪୩ ଦିନ ମଧ୍ୟରେ ରାଜ୍ୟରେ ମୋଟ ୯୧୦.୩୪ କୋଟି ଟଙ୍କାର କ୍ଷତି ହୋଇଛି।
Read More >