୧୯୩୦ରେ ଏମିତି ଥିଲା ବିମାନ ସେବା, ମିଳିଲା ବିରଳ ଫଟୋ New Delhi Share story: ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମସ୍ତଙ୍କର ସ୍ୱପ୍ନ ଥାଏ । ପୂର୍ବରୁ କେବଳ ଆର୍ଥିକ ସ୍ୱଚ୍ଛଳ ଶ୍ରେଣୀର ଲୋକମାନେ ବିମାନରେ ଯାତ୍ରା କରୁଥିଲେ । କିନ୍ତୁ ଆଜି କାଲି ମଧ୍ୟବିତ୍ତ ଶ୍ରେଣୀର ଲୋକେ ମଧ୍ୟ ବିମାନ ଯାତ୍ରା କରୁଛନ୍ତି । କାରଣ ସ୍ୱଳ୍ପ ସମୟ ଭିତରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଁଚି ପାରୁଛନ୍ତି । ବିମାନରେ ଆରମ ଦାୟକ ଚୈୟାର ସହିତ ଶୀତତାପ ନିୟନ୍ତ୍ରିତ ସୁବିଧା ଏବଂ ଅନ୍ୟ ଖାଦ୍ୟ ପେୟ ସବୁକିଛି ଉପଲବ୍ଧ ମଧ୍ୟ ହେଉଛି । ତେବେ ୧୦୦ ବର୍ଷ ତଳେ ବିମାନ କେମିତି ଥିଲା ଏବଂ ବିମାନ କିଭଳି ସୁବିଧା ମିଳୁଥିଲା ତାହାର ଫଟୋ ସାମ୍ନାକୁ ଆସିଛି । ନିକଟରେ ହିଷ୍ଟ୍ରି ସିଜିନ୍ (@History.season) ଏହାର ଅତି ବିରଳ ଫଟୋ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛି । ୧୯୨୦ ରୁ ୧୯୩୦ ମସିହାରେ ଚାଲୁଥିବା ବିମାନର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର ହିଷ୍ଟ୍ରି ସିଜିନ୍ କରିଛି । ୧୯୧୪ ମସିହାରେ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଯାହା ବିମାନ ଯାତ୍ରାରେ ଇତିହାସ ରଚିଥିଲା । ଏହା ପରେ ଅନେକ ଏୟାରଲାଇନ୍ସ କମ୍ପାନିମାନେ ବିମାନ ନିର୍ମାଣ ଆରମ୍ଭ କରିଥିଲେ । ସେତେବେଳେ ବିମାନ ଯାତ୍ରା ବହୁତ ମହଙ୍ଗା ଥିଲା । ନ୍ୟୁୟର୍କରୁ ଲସ୍ ଏଞ୍ଜେଲ୍ସ ଯିବା ଆସିବା ପାଇଁ ୨୬୦ ଡଲାର (ଆଜିର ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୨୨ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ୁଥିଲା । କହିବାକୁ ଗଲେ ସେତେବେଳେ ଏକ ନୂଆ କାର ଦାମର ଅଧା ମୂଲ୍ୟ ଥିଲା । ତଥାପି ଲୋକମାନେ ବିମାନରେ ଯିବାକୁ ପସନ୍ଦ କରୁଥିଲେ । କିନ୍ତୁ ବିମାନରେ ଆଜିକାଲିର ସୁବିଧା ଉପଲବ୍ଧ ନ ଥିଲା । ଫଟୋରୁ ଜଣା ପ୍ରତୀୟମାନ ହେଉଛି ବିମାନ ଚୈୟାର ଗୁଡ଼ିକ ବେତରେ ତିଆରିଥିଲା ଏବଂ ଏସି ସୁବିଧା ନ ଥିଲା, ଏମିତିକି କୌଣସି ସେବା ପ୍ରଦାନ କରିବାକୁ କ୍ର୍ୟୁ ମେମ୍ବର ନ ଥିଲେ । ଏହା ସହିତ ବିମାନ ଅଧିକ ଉଚ୍ଚରେ ଉଡ଼ି ପାରୁନଥିଲା । କିନ୍ତୁ ଯେତେବେଳେ ପାଣିପାଗ ଖରାପ ହେଉଥିଲା ସେତେବେଳେ ପବନ ଏବଂ ଥଣ୍ଡା ସିଧାସଳକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିଲା । ଏମିତିକି ବିମାନ ଭିତରେ ପ୍ରଚଣ୍ଡ ଶବ୍ଧ ମଧ୍ୟ ହେଉଥିଲା । ୧୯୩୦ ବେଳେ ପ୍ରଥମଥର ପାଇଁ କ୍ର୍ୟୁ ମେମ୍ବର ରଖାଗଲା, ଯେଉଁମାନେ ପେଶାରେ ତାଲିମ ପ୍ରାପ୍ତ ନର୍ସ ଥିଲେ । ଏମାନେ ବିମାନରେ ଅସୁସ୍ଥ ହୋଇପଡ଼ୁଥିବା ଯାତ୍ରୀଙ୍କ ଧ୍ୟାନ ରଖୁଥିଲେ । ୧୯୩୦ ମସିହା ପରେ ବିମାନ ଯାତ୍ରା ଏବଂ ସେବାରେ ଧିରେ ଧିରେ ସୁଧାର ଆସିବାରେ ଲାଗିଥିଲା । ଯାହାପରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସେବା ଆରମ୍ଭ ହୋଇଥିଲା । ଯାହାକି ଏବେ ଅତ୍ୟାଧୁନିକ ସେବା ଉପଲବ୍ଧ ମିଳୁଛି । View this post on Instagram A post shared by History Season (@history.season) Swagatika Sahoo, Author, 26-08-2025 12:11PM ଦୁଷ୍କର୍ମକାରୀକୁ ୨୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଜେଲ ଦଣ୍ଡାଦେଶ Swagatika Sahoo | 26-08-2025 1:54PM ନୂଆଦିଲ୍ଲୀ: ନିକଟରେ ଆମେରିକାର କାଲିଫର୍ଣ୍ଣିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଜଣେ ଶିକ୍ଷକଙ୍କୁ ସଙ୍ଗୀନ ଅପରାଧ ଅଭିଯୋଗରେ ଦୁଇ ଶତାବ୍ଦୀରୁ ଅଧିକ ବର୍ଷ ଜେଲଦଣ୍ଡ ଦିଆଯାଇଛି । ସେ ଗୁରୁ ନାମରେ ଜଣେ କଳଙ୍କ । ଛୋଟ ଛୋଟ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ଜଣେ ୬୪ ବର୍ଷୀୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । Read More > ଡୋନାଲ୍ଡ ଟ୍ରମ୍ପ କହିଲେ- ଏହା ହେଲେ ଚୀନ୍ ନଷ୍ଟ ହୋଇଯିବ Lipika Pradhan | 26-08-2025 12:11PM ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନା Read More > ଆମେରିକାର ଏଚ୍-୧ବି ଭିସା ବନ୍ଦ ହେଲେ ବଡ଼ କ୍ଷତି ସହିବେ ଭାରତୀୟ ନାଗରିକ! Lipika Pradhan | 26-08-2025 9:30AM ଆମେରିକୀୟ ରିପବ୍ଲିକାନ୍ ସେନେଟର୍ ମାଇକ୍ ଲି ଏଚ୍୧ବି ଭିସା ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟର ଜବାବରେ ସେ ପ୍ରଶ୍ନ Read More > ଭାରତ ଉପରେ ୫୦% ଶୁଳ୍କ ଲାଗୁ ହେବ, ବିଜ୍ଞପ୍ତି ଜାରି କଲା ଆମେରିକା Lipika Pradhan | 26-08-2025 8:29AM ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯୋଜନା ଘୋଷଣା କରିଛି। ଏହା ସେହି ଶୁଳ୍କ ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଘୋଷଣା କରିସାରିଛନ୍ତି। Read More > ଭାରତର ବଦାନ୍ୟତା: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲା Lipika Pradhan | 25-08-2025 11:31AM ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଚାଲିଛନ୍ତି। Read More > ପ୍ରଥମେ ୧୯୭୧ ଗଣହତ୍ୟା ପାଇଁ ଲିଖିତ ଭାବରେ କ୍ଷମା ମାଗନ୍ତୁ: ବାଂଲାଦେଶ Lipika Pradhan | 25-08-2025 10:33AM ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। Read More > ଟ୍ରମ୍ପଙ୍କୁ ଭାରତର ସିଧାସଳଖ ଉତ୍ତର; କହିଲା ଯେଉଁଠାରୁ ଶସ୍ତା ହେବ ସେଠାରୁ ତେଲ କିଣାଯିବ Lipika Pradhan | 25-08-2025 10:02AM ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଚାପ ପକାଇ ଆସୁଛନ୍ତି। Read More > ଚୀନ୍ର ମୁକାବିଲା ପାଇଁ ଆମେରିକାକୁ ଭାରତ ଆବଶ୍ୟକ: ନିକି ହେଲି Lipika Pradhan | 24-08-2025 10:34AM ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକି ହେଲି କହିଛନ୍ତି ଯେ ଚୀନ୍ର ମୁକାବିଲା ପାଇଁ ଆମେରିକାକୁ ଭାରତ ଆବଶ୍ୟକ ଏବଂ ଦୁଇ ଦେଶ Read More > ଭାରତ ଚମତ୍କାର କୂଟନୀତି: କେବଳ ପୁଟିନ ନୁହେଁ, ଜେଲେନ୍ସକି ମଧ୍ୟ ଆସିବେ ଭାରତ Lipika Pradhan | 24-08-2025 10:03AM ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତାରେ ଖୁସି ନୁହଁନ୍ତି। ସେ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। Read More > 'ପ୍ରୋଜେକ୍ଟ-୭୫' ଅଧୀନରେ ଏହି ଦେଶ ସହିତ ୭୦ ହଜାର କୋଟି ଟଙ୍କାର ଚୁକ୍ତି କଲା ଭାରତ Lipika Pradhan | 24-08-2025 7:23AM ଭାରତ ସରକାର ଶନିବାର ପ୍ରୋଜେକ୍ଟ ୭୫ ଇଣ୍ଡିଆ ଅଧୀନରେ ଜର୍ମାନୀ ସହିତ ୭୦ ହଜାର କୋଟି ଟଙ୍କାର ଏକ ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପ୍ରୋଜେକ୍ଟ ୭୫ ଇଣ୍ଡିଆ ଅଧୀନରେ, ଭାରତ ଜର୍ମାନୀର ସହଯୋଗରେ ଦେଶରେ ଛଅଟି ଉନ୍ନତ ବୁଡ଼ାଜାହାଜ ବିକଶିତ କରିବ। Read More > ଗ୍ରୋକ୍ ସହିତ ଲୋକଙ୍କ କଥାବାର୍ତ୍ତା ଗୁଗୁଲରେ ଲିକ୍! ୟୁଜର କହିଲେ- ମୁଁ ମସ୍କଙ୍କୁ କିପରି ହତ୍ୟା କରିବି? Lipika Pradhan | 23-08-2025 12:00PM ଏଲନ୍ ମସ୍କଙ୍କ କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସଏଆଇ ସମସ୍ୟାରେ ଘେରି ରହିଛି। କମ୍ପାନୀର ଏଆଇ ଚାଟବଟ୍ ଗ୍ରୋକ୍ ସହିତ କିଛି ବ୍ୟବହାରକାରୀଙ୍କ କଥାବାର୍ତ୍ତା ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ସାର୍ବଜନୀନ ହୋଇଛି। Read More > ଟ୍ରମ୍ପଙ୍କ ବଡ଼ ଘୋଷଣା: ଫାର୍ମା ପରେ ଏବେ ଏହି କ୍ଷେତ୍ର ଉପରେ ମଧ୍ୟ ଲାଗୁ ହେବ ଶୁଳ୍କ Lipika Pradhan | 23-08-2025 11:01AM ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫର୍ଣ୍ଣିଚର ଆମଦାନୀ ଉପରେ ଶୁଳ୍କ ଲଗାଇବା ପାଇଁ ଏକ ନୂତନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। Read More > Tweets by Khabar Odisha Recent ବଜ୍ରାଘାତରେ ଚାଲିଗଲା ୩ ମହିଳା ଚାଷୀଙ୍କ ପ୍ରାଣ ହାତୀ ମୃତ୍ୟୁକୁ ନେଇ ଆସିଲା ରିପୋର୍ଟ; ରାଜ୍ୟରେ ଗତ ୬ ବର୍ଷରେ ମଲେଣି ୧୦୪ ହାତୀ, ଜାଣନ୍ତୁ କେଉଁ ରାଜ୍ୟରେ ରହିଛି ସବୁଠୁ ଅଧିକ ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ ବଢ଼ିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ଆବେଦନ ଅବଧି ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |