ସୋସିଆଲ ମିଡିଆ ପ୍ରଭାବଶାଳୀ ଓରିଙ୍କୁ ପୋଲିସ ସମନ କରିଛି। ୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଆଣ୍ଟି-ନାର୍କୋଟିକ୍ସ ସେଲ୍ ଓରିଙ୍କୁ ସମନ ଜାରି କରିଛି। ଆଜି ସକାଳ ୧୦ଟାରେ ଆଣ୍ଟି-ନାର୍କୋଟିକ୍ସ ସେଲ୍ର ଘାଟକୋପର ୟୁନିଟ୍ରେ ହାଜର ହେବାକୁ ଓରିଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇ ପୋଲିସ ୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ମହମ୍ମଦ ସଲିମ୍ ମହମ୍ମଦ ସୁହେଲ୍ ଶେଖଙ୍କୁ ଗିରଫ କରିଥିଲା।
Read More >