କରୋନାର ଅଗ୍ରରୂପ: ବିଶ୍ବବ୍ୟାପୀ ଦିନକରେ ୩୦ ଲକ୍ଷ ପଜିଟିଭ୍‌, ୭,୩୪୭ ମୃତ
Khabar Odisha:International-Corona-report-5546-lakh-corona-death-in-worldwide

ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା): କରୋନା ସଂକ୍ରମଣ ଅଧିକ ଉଗ୍ରରୂପ ନେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ୩୯ ହଜାର ୮୧୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୨୪ ହଜାର ୭୪୬ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୩୪୭ ଜଣଙ୍କର ମୃତ୍ୟୁ ହୋଇଛି। 

ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ  ୩୨ କୋଟି ୩୮ ଲକ୍ଷ ୩୪ ହଜାର ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୫୨ ଲକ୍ଷ ୩୯ ହଜାର ୩୬୧ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୪୬ ହଜାର ୪୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୩୦ ଲକ୍ଷ ୪୮ ହଜାର ୪୨୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୧୦୦ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୯ ଲକ୍ଷ ୨୭ ହଜାର ୨୦୩ ସଂକ୍ରମିତ, ୬ ଲକ୍ଷ ୨୦ ହଜାର ୮୪ ମୃତ

ବ୍ରିଟେନ: ୧ କୋଟି ୫୦ ଲକ୍ଷ ୬୬ ହଜାର ୩୯୫ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୬୧୨ ମୃତ

ଫ୍ରାନ୍ସ: ୧ କୋଟି ୩୫ ଲକ୍ଷ ୬୯ ହଜାର ୬୭୫ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୭୨୧ ମୃତ

ରୁଷିଆ: ୧ କୋଟି ୭ ଲକ୍ଷ ୪୭ ହଜାର ୧୨୫ ସଂକ୍ରମିତ, ୩ ଲକ୍ଷ ୧୯ ହଜାର ୯୧୧ ମୃତ

ତୁର୍କୀ: ୧ କୋଟି ୩ ଲକ୍ଷ ୩୯ ହଜାର ୯୭ ସଂକ୍ରମିତ, ୮୪ ହଜାର ୪୪୫ ମୃତ

ଇଟାଲି: ୮୩ ଲକ୍ଷ ୪୧ ହଜାର ୮୯୮ ସଂକ୍ରମିତ, ୧ ଲକ୍ଷ ୪୦ ହଜାର ୫୪୮ ମୃତ 

ସ୍ପେନ: ୮୦ ଲକ୍ଷ ୯୩ ହଜାର ୩୬ ସଂକ୍ରମିତ, ୯୦ ହଜାର ୭୫୯ମୃତ

ଜର୍ମାନୀ: ୭୮ ଲକ୍ଷ ୮୫ ହଜାର ୨୨୯ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୯୮ ମୃତ

ଆର୍ଜେଣ୍ଟିନା: ୬୯ଲକ୍ଷ ୩୨ ହଜାର ୯୭୨ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୯୦୧ ମୃତ

 

 

  • Tags:

Subscribe

National International State Sports Entertainment