ନେପାଳରେ ତିବ୍ଦତ-ନେପାଳ ସୀମା ଉପରେ ୨୦କିଲୋମିଟର ଉପରେ ହିମବାହ ଭୁଶୁଡ଼ିବା ଯୋଗୁଁ ବୁଧବାର ଦିନ ଭୟଙ୍କର ବନ୍ୟା ଏକ ବଡ଼ ଅଞ୍ଚଳକୁ ନଷ୍ଟ କରିଦେଇଛି। ତିବ୍ଦତରୁ ଆରମ୍ଭ ହୋଇଥିବା ଏହି ବିପର୍ଯ୍ୟୟ ଶୀଘ୍ର ରସୁୱା, ଧାଡିଙ୍ଗ, ନୁୱାକୋଟ, ଗୋର୍ଖା, ତାନାହୁନ, ନବରପରାସୀ ଏବଂ ଚିତୱାନ ସମେତ ସମସ୍ତ ତଳ ଅଞ୍ଚଳକୁ ଗ୍ରାସ କରିଥିଲା।
Read More >