ସମ୍ବଲପୁର: ଯେଉଁ ମାଆ ଜନ୍ମଦାତ୍ରୀ ଥିଲା ସେହି ମାଆ ଶେଷରେ ହତ୍ୟାକାରୀ ପାଲଟିଛି । ନିଜର ଦୁଇ ଛୁଆଙ୍କୁ କୂଅରେ ପିଙ୍ଗି ଦେଇଛି ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ । Read More >
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଗରିଆପାଲି ଗାଁରେ ହୋଇଥିବା ଜଘନ୍ୟ ଟ୍ରିପଲ୍ ମର୍ଡର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ରମେଶ ଗରିଆ (୫୨)କୁ ଏକ ପାଣି ଟାଙ୍କି ଉପରୁ ପୋଲିସ କାବୁ କରିବାରେ ସଫଳ ହୋଇଛି । Read More >
ପୁରୁଣା ଦିଲ୍ଲୀର ଲାହୋରୀ ଗେଟ୍ ଅଞ୍ଚଳର ଏକ ହୋଟେଲରେ ଜଣେ ଯୁବତୀଙ୍କୁ ଗଳାକାଟି ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି। ପୋଲିସ ହରିୟାଣାର ଦାଦରୀରୁ ଅଭିଯୁକ୍ତ ଯୁବକ ଅଭିଷେକ ତିୱାରୀଙ୍କୁ ଗିରଫ କରିଛି। ପୀଡିତା ଛାତ୍ରୀଙ୍କୁ ବିବାହ କରିବାକୁ ଚାପ ପକାଇବାରୁ ସେ ଏହି ହତ୍ୟା କରିଛି। Read More >
govt-employee-looted-at-gunpoint-in-rayagada Read More >
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବନ୍ଦାୟୁରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପ୍ଲାଣ୍ଟ ଭିତରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ ହୋଇଛି । ଏଚପି ଇଥାନଲ୍ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ଗୁପ୍ତା ଏବଂ ସହ ପରିଚାଳନା ନିର୍ଦ୍ଦେଶକ ହର୍ଷିତ ମିଶ୍ରାଙ୍କ ଉପରେ ଗୁଳି ମାଡ଼ ହୋଇଛି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । Read More >
triple-murder-in-deogarh-man-kills-wife-daughter-in-law-granddaughter-over-family-dispute Read More >
ପୁରୀ: ଲଭ୍ ଜିହାଦର ଶିକାର ହୋଇଛି ପୁରୀର ଝିଅ । ପ୍ରେମରେ ଫସାଇ ଏବେ ଧର୍ମ ପରିବର୍ତ୍ତନ କରାଯାଉଛି ବାଧ୍ୟ । ପ୍ରଥମେ ପୁରୀରୁ ପଶ୍ଚିମବଙ୍ଗ ଏବଂ ପରେ ବାଂଲାଦେଶରେ ବନ୍ଦୀ କରି ରଖାଯାଇଛି । ଦୀର୍ଘ ୫ ବର୍ଷ ହେଲାଣି ବାଂଲାଦେଶରେ ନିର୍ଯ୍ୟାତନା ପାଉଛନ୍ତି ଓଡ଼ିଆ ଝିଅ । ଝିଅକୁ ଫେରାଇ ଆଣିବାକୁ ପୁରୀ ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି ପୀଡ଼ିତାଙ୍କ ମାଆ । Read More >
ପୁରୀ: ପୁରୀ ପୋଲିସ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ନିମାପଡ଼ା ପୋଲିସର ନିର୍ଯ୍ୟାତନା ସହି ନ ପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଥାନା ଆଗରେ ମୃତ ଦେହ ରଖି ଗ୍ରାମବାସୀ ଧାରଣାରେ ବସିଛନ୍ତି । Read More >
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଏକ ୮ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛି । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପାଟକୁରା ଥାନା ଲିଖିତ ଅଭିଯୋଗ କରାଯାଇଛି । Read More >
ଉତ୍ତରପ୍ରଦେଶର ମୋହନଲାଲଗଞ୍ଜର ସିସେଣ୍ଡି ଗାଁରେ ସୋମବାର ରାତିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ୪୫ ବର୍ଷୀୟ ମା' ରେଶମା ଏବଂ ତାଙ୍କ ଦୃଷ୍ଟିହୀନ ପୁଅ ଶାଦାବଙ୍କୁ ସେମାନଙ୍କ ଘର ଭିତରେ ଗଳାକାଟି ହତ୍ୟା କରାଯାଇଛି। ରେଶମାଙ୍କ ମୃତଦେହ କୋଠରୀରୁ ମିଳିଥିଲା ବେଳେ ଶାଦାବଙ୍କ ମୃତଦେହ ପାଣି ଭର୍ତ୍ତି ଟବ୍ରେ ଉଦ୍ଧାର କରାଯାଇଛି। Read More >
ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ଏଯାବତ ୩୨ ହଜାର ୯୩୨ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୧ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । Read More >
କୋର୍ଟରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ପ୍ରୟାଗରାଜ ଯାଉଥିବା ରେୱା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାଟି କୌଶାମ୍ବୀ ଜିଲ୍ଲାର ଫତେପୁର ଏବଂ ସିରାଥୁ ରେଳ ଷ୍ଟେସନ ମଧ୍ୟରେ ଘଟିଥିଲା। Read More >
ନର୍ଥ ଇଷ୍ଟକୁ ଦିଲ୍ ଏବଂ ଦିଲ୍ଲୀଠୁ ଦୂରେଇ ରଖିଲା କଂଗ୍ରେସ, ଆସାମର ସିଲଚରରୁ ପିଏମ ମୋଦୀଙ୍କ ବଡ ହମଲା
ଇରାନ-ଇସ୍ରାଏଲ ଲଢେଇ ମଝିରେ କିମ ଜୋଙ୍ଗଙ୍କ ବଡ ଧମାକା, ଜାପାନ ଉପରେ ମିସାଇଲ ମାଡ କଲା ଉ. କୋରିଆ
୨ ଶିଶୁ କନ୍ୟାକୁ କୂଅରେ ଫିଙ୍ଗିଥିବା ମାଆର ଆତ୍ମହତ୍ୟା
ସରକାରଙ୍କ ବଡ ନିଷ୍ପତ୍ତି, ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରାଯାଉ