ଭୁବନେଶ୍ଵରରେ ସଟ୍ ଡାଉନ୍ ଉଲଘଂନ କରି ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ଗଲେ 45ଜଣ, 64 ଅଟକ
Khabar Odisha:State-Odisha-shut-down-negligence-45-went-for-qurentine
ଭୁବନେଶ୍ୱର, ଏପ୍ରିଲ 04( ଖବର ଓଡ଼ିଶା):

 ଓଡ଼ିଶାରେ ୨୦ ଜଣ Corona ଆକ୍ରାନ୍ତ ଚିହ୍ନଟ କରାଯାଇଛି। Corona ସଂକ୍ରମଣ ରୋକିବା ପାଇଁ ଗତକାଲି ରାତି ୮ ଟାରୁ ୪୮ ଘଣ୍ଟିଆ କଟକ , ଭୁବନେଶ୍ୱର ଓ ଭଦ୍ରକ କୁ ସମ୍ପୂର୍ଣ୍ଣ shut down ଘୋଷଣା କରାଯାଇଛି। ଏହି shut down ରବିବାର ରାତି ୮ତ ଯାଏଁ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ମୁଖ୍ୟ ରାସ୍ତା ସହ ସବୁ ଗଳି କୁ ମଧ୍ୟ କଟକଣା କରାଯାଇଛି। ଘରୁ ପଦାକୁ ବାହାରିଲେ ଦଣ୍ଡ । ଏହି କ୍ରମରେ ବିନା କାରଣରେ ଘରୁ ବାହାରି ନିୟମ ଉଲଘଂନ ଅଭିଯୋଗ ରେ ଆଜି ଭୁବନଶ୍ବରରେ ୪୫ଜଣଙ୍କୁ qurentine କୁ ପଠାଯାଇଛି । ନିୟମ ଭାଙ୍ଗିବା ଅଭିଯୋଗ ରେ ଆଉ ୬୫ ଜଣଙ୍କୁ ଅଟକ ରଖାଯାଇଛି ବୋଲି ଭୁବନେଶ୍ବର DCP ସୂଚନା ଦେଇଛନ୍ତି।

  • Tags:

Subscribe

National International State Sports Entertainment