ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ଏଯାବତ ୩୨ ହଜାର ୯୩୨ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୧ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । Read More >
କୋର୍ଟରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ପ୍ରୟାଗରାଜ ଯାଉଥିବା ରେୱା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାଟି କୌଶାମ୍ବୀ ଜିଲ୍ଲାର ଫତେପୁର ଏବଂ ସିରାଥୁ ରେଳ ଷ୍ଟେସନ ମଧ୍ୟରେ ଘଟିଥିଲା। Read More >
ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହା ଭାବିଲେ ହିଁ ଆପଣଙ୍କୁ ଥରହର କରିଦେବ। ପତ୍ନୀଙ୍କ ହତ୍ୟା ପାଇଁ ୧୪ ବର୍ଷ ଧରି ଜେଲରେ ଥିବା ଗୁଡ୍ଡା ପଟେଲଙ୍କୁ ମୁକ୍ତ କରାଯାଇଛି। Read More >
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଏମଏଫସି କୋର୍ଟ ସମ୍ମୁଖରେ ଗଡ଼ିଛି ମୁଣ୍ଡ । ଗୁରୁବାର ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବୁଦୁଲି ଗ୍ରାମର ରାମନାଥ ସ୍ୱାଇଁଙ୍କ ପୁଅ ଅଶୋକ କୁମାର ସ୍ୱାଇଁ (୪୪) । Read More >
କେନ୍ଦୁଝର: ଆଜି ପୁଣି ଥରେ କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରରେ ଯାଞ୍ଚ କରାଯାଇଛି । ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇନଥିବା ଜଣାପଡ଼ିଛି । Read More >
ଭୁବନେଶ୍ୱର: ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଏକ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାଶ୍ କରିଛି । ଚନ୍ଦ୍ରଶେଖର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ମୋଟ ୧୨ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି । Read More >
ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ ଜଣେ ଯୁବକ ନିଜ ଘରେ ଆଜି ରାତିରେ ରକ୍ତର ହୋଲି ଖେଳିଛି। ଜମି ବିବାଦକୁ ନେଇ ବାପା, ମା’, ଜେଜେମା ଓ ଭଉଣୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି। ଯୁବକ ଜଣକ ଯେତେବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଥିଲା, ସେତେବେଳେ ସମସ୍ତ ଶୋଇଥିଲେ। Read More >
ନବରଙ୍ଗପୁର: ଡକାୟତ ଉଦ୍ୟମ ବେଳେ ମାଡି ବସିଲା ପୋଲିସ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୋଲିସ ଡକାୟତି ଉଦ୍ୟମ ବେଳେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଆଜି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନାରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Read More >
police-constable-brutally-assaulted-in-broad-daylight-in-odisha-two-arrested Read More >
କୋରାପୁଟ: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଧୀନସ୍ଥ ଝୋଲାପୁଟ ଜଙ୍ଗଲରୁ ଟାପୁ ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ତେଲ ମିଳିବା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ମାଷ୍ଟରମାଇଣ୍ଡ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । Read More >
କଟକ: ବହୁ ଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ତଥା ଚଳିଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବଡ଼ ରାୟ ଆସିଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ କଟକ ତୃତୀୟ ଏଡିଜେ କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Read More >
bihari-prisoner-madhukantars-address-changed-from-chaudwara-jail-to-jharpada Read More >
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ଗଲା ୧୪ ଜୀବନ; ବରଗଡ଼ରେ ୪, କୁଚିଣ୍ଡାରେ ୩, ବଣାଇରେ ୨ ମୃତ
ସ୍ଥାୟିତ୍ୱ ଓ ନୂତନ ଉଦ୍ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ “ସଷ୍ଟେନହେଲ୍ଥ - ୨୦୨୬” ଆୟୋଜିତ
ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ, ଗୃହରେ ଚିନ୍ତାଜନକ ତଥ୍ୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ; ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବା ବେଳେ ଲୁଟିନେଲେ ୨ ଦୁର୍ବୃତ୍ତ