ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆର ୮୬୫୩ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଜଲଦି କରନ୍ତୁ ଆବେଦନ
Khabar Odisha:Career-Odisha-sbi-clerk-2019-recruitment-post-more-than-8-thousand-know-how-to-check
ଭୁବନେଶ୍ୱର, ଏପ୍ରିଲ ୧୪(ଖବର ଓଡିଶା):

ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆ (SBI) ୮୬୫୩ଟି କ୍ଲର୍କ ପଦବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି । ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ କୌଣସି ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ । ସବୁଠାରୁ ବଡ ବିଷୟ ହେଉଛି ଗ୍ରାଜୁଏସନର ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆର ଏହି କ୍ଲରିକାଲ ପୋଷ୍ଟ ପାଇଁ ଆବେଦନ କରିପାରିବେ । 

ଷ୍ଟେଟବ୍ୟାଙ୍କ ଅପ ଇଣ୍ଡିଆର ଏହି କ୍ଲରିକାଲ ପଦବୀ ପାଇଁ ନ୍ୟୁନତମ ଯୋଗ୍ୟତା ଗ୍ରାଜୁୟସନ ରହିଥିବା ବେଳେ ବୟସସୀମା ହେଉଛି ୨୦ ରୁ ୨୮ ବର୍ଷ । ଏହି ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ମେ ୩, ୨୦୧୯ । ଅଧିକ ତଥ୍ୟ ଓ ଆବେଦନ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ । 

https://ibpsonline.ibps.in/sbijascapr19/

Subscribe

National International State Sports Entertainment