ଆନ୍ତର୍ଜାତୀୟ ବଜାରରେ ଚାଉଳ ରପ୍ତାନି କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତର ଚାଉଳ ରପ୍ତାନିରୁ ମିଳୁଥିବା ଆୟରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୨୬ ମସିହା ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ, ଭାରତ ଚାଉଳ ରପ୍ତାନିରୁ ୪୫,୭୩୯ କୋଟି ଟଙ୍କାର ରାଜସ୍ୱ ଅର୍ଜନ କରିଛି, ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ୧୨.୯% ଅଧିକ ଅଟେ ।
Read More >