Home >
ଭଦ୍ରକ ନନ୍ଦିପୁରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
Khabar Odisha:fire-mishap-bhadrak
ନନ୍ଦିପୁର, ଜାନୁଆରୀ ୧୩(ଖବର ଓଡିଶା):

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଛି । 

ଗତକାଲି ରାତ୍ରରେ ନନ୍ଦିପୁର ଗ୍ରାମରେ ଏକ ଘରେ କୌଣସୀ କାରଣରୁ ନିଆଁ ଲାଗି ଯାଇଥିଲା । ପରେ ନିଆଁ ଅନ୍ୟ ଘରକୁ ବ୍ୟାପିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଗ୍ରାମରେ ପହଁଚି ନିଆକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗ୍ରାମର ପ୍ରାୟ ୪ ବଖରା ଘର ଜଳି ପାଉଁଶ ହୋଇ ଯାଇଛି । ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି ।

Subscribe

National International State Sports Entertainment