ଆଜି ବିଧାନସଭାରେ ଉପସ୍ଥାପନା ହେବ ରାଜ୍ୟ ବଜେଟ । ଅପରାହ୍ନ ୪ଟାରେ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପେଡ଼ିରେ କ’ଣ ରହିଛି ତାହା ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସେ ୨,୯୦,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ବଜେଟ୍ ପରିମାଣ ୩ ଲକ୍ଷ ୧୦ ହଜାର କୋଟି ପାଖାପାଖି ଛୁଇଁପାରେ ବୋଲି ଆକଳନ କରାଯାଉଛି।
Read More >