ସଫଳତା କେବେ ବି ସୁବିଧା ସୁଯୋଗର ଅପେକ୍ଷା ରଖେ ନାହିଁ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସିକ୍ୟୁରିଟି ଗାର୍ଡଙ୍କ ପୁଅ। ନାମ ହେଉଛି ଜତିନ ଜାଖର ଏକ ସାଧାରଣ ପରିବାରରୁ ଆସିଥିବା ଜତିନ ଦେଶର ସବୁଠାରୁ କଠିନ ପରୀକ୍ଷା UPSC ସିଭିଲ୍ ସର୍ଭିସେସ୍ରେ କୃତକାର୍ଯ୍ୟ ହୋଇଛନ୍ତି। Read More >
haryanas-google-boy-kautilya-will-study-at-oxford-university-got-a-scholarship-of-25-lakhs Read More >
ବଲାଙ୍ଗିର: ଦୀର୍ଘ ୨୫ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ। ଘର ପରିବାର ଛାଡି ଦେଶର ସୀମା ଜଗୁଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ସେବକ ଭାବରେ ଭାରତ ମାତାର ସୁରକ୍ଷା କରିଥିବା ଗାଁ ମାଟିର ପୁଅ ଯେତେବେଳେ ଘରକୁ ଫେରିଛି ପରିବାର ପରିଜନ,ବନ୍ଧୁବାନ୍ଧବ ଓ ଗ୍ରାମ ବାସୀ ଖୁସି କହିଲେ ନ ସରେ। Read More >
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଭାରତର ସଂପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡ଼ା ଜିଲ୍ଳାର ଗରଦପୁର ବ୍ଲକ ଅଧୀନ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ଯ ସଂସଦରେ ସମ୍ମାନିତ କରାଯାଇଛି l Read More >
ଚାକିରି ପଛରେ ନ ଦୌଡ଼ି ‘ଷ୍ଟାର୍ଟ ଅପ୍’ରେ ଦକ୍ଷତା ପ୍ରତିପାଦିତ କରି ନିଜ ପରିଚୟ ସୃଷ୍ଟି କରିବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। Read More >
ଏକବିଂଶ ଶତାବ୍ଦୀରେ ମହିଳାମାନଙ୍କୁ ପୁରୁଷଙ୍କଠାରୁ ଅବମାନନା କରାଯାଇପାରିବ ନାହିଁ। ମହିଳାମାନେ ପ୍ରତିଦିନ ପୁରୁଷଙ୍କ ଅପେକ୍ଷା ନିଜକୁ ଉତ୍ତମ ପ୍ରମାଣ କରି ଦେଖାଉଛନ୍ତି | ଧୀରେ ଧୀରେ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରକୁ ଯାଉଛନ୍ତି ଯେଉଁଠାରେ ପୂର୍ବରୁ କେବଳ ପୁରୁଷମାନେ ଯାଉଥିଲେ | Read More >
କେଉଁ ଦିନ ପାଳନ କରିବେ ଦଶହରା ? ୨୦ ନା ୨୧ , ଜାଣନ୍ତୁ...
ଏହି ରେଳ ଷ୍ଟେସନର ନାମ ଏତେ ଲମ୍ବା ଯେ କହିବା ମୁସ୍କିଲ, ତଥାପି ଲୋକଙ୍କର ମନେରହେ କିପରି?
CJP ପ୍ରଦର୍ଶନ ମଝିରେ ରାହୁଲ ଗାନ୍ଧୀଙ୍କ ବଡ଼ ଆହ୍ୱାନ,'ଆସନ୍ତାକାଲି ସୁପ୍ରିମ୍ କୋର୍ଟ ଅଭିମୁଖେ ମାର୍ଚ୍ଚ କରିବ ସାରା ଭାରତ'
ଲଗେଜ୍ ପାୱାରବ୍ୟାଙ୍କରୁ ଲାଗିଲା ନିଆଁ ,ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ