ଭାରତୀୟ ନୌସେନାର ପଦବୀ ଖାଲି : ଦରମା ୬୦,୦୦୦ରୁ ଅଧିକ
Khabar Odisha:indian-navy-force-recruitment-for-air-traffic-and-pilot
ନୂଆଦିଲ୍ଲୀ, ଅଗଷ୍ଟ, ୨୧ (ଖବର ଓଡିଶା)

 ଭାରତୀୟ ନୌସେନା (ନାଭି) ରେ ଏୟାର ଟ୍ରାଫିକ କଂଟ୍ରୋଲର ଓ ପାଇଲଟ ପାଇଁ  ଖାଲି ପଦ ବାହାରିଛି । ଉପଯୁକ୍ତ ପ୍ରର୍ଥାମାନଙ୍କ ଚୟନ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ପ୍ରଥମ ଶ୍ରେଣୀରୁ ଇଂଜିନିୟରିଂ ଡିଗ୍ରୀ ଏବଂ ଅନ୍ୟ ଯୋଗ୍ୟତା ଆଧାରରେ କରାଯିବ । ଆବେଦନକାରୀ ୨୦୧୮ ସେପେଟମ୍ବର ୧୪ ତାରିଖ ସୁଦ୍ଧା ଆବେଦନ କରି ପାରିବେ । 

ପଦ ସଂଖ୍ୟା , ଶିକ୍ଷାଗତ ଯୋଗ୍ୟତା, ଆବେଦନ କରିବାର ଅନ୍ତିମ ତାରିଖ ଜାଣିବା ପାଇଁ ନ୍ୟାଭିର ୱେବସାଇଡରୁ ସୂଚନା ପାଇ ପାରିବେ ।

 www.joinindiannavy.gov.in

ପଦ ସଂଖ୍ୟା: ୨୨

ଦରମା: ୬୦,୦୦୦

ପଦର ବିବରଣୀ: ଏୟାର ଟ୍ରାଫିକ କଂଟ୍ରୋଲର ଓ ପାଇଲଟ 

ଆବେଦନର ଶେଷ ତାରିଖ : ୨୦୧୮, ସେପ୍ଟେମ୍ବର ୧୪

ପ୍ରାର୍ଥମାନେ ଏହି ୱେବସାଇଟରେ ଯାଇ ସବିଶେଷ ବିବରଣୀ ପାଇପାରିବେ ।

:https://safalta.com/government-jobs 

  • Tags:

Subscribe

National International State Sports Entertainment