ଦଶମ ପାସଙ୍କ ପାଇଁ ITBPରେ ନିଯୁକ୍ତି : ୨୧୮ କନଷ୍ଟେବଳ ପଦବୀ ପାଇଁ ଆଜି ଠାରୁ କରିପାରିବେ ଆବେଦନ
Khabar Odisha:ITBP-Recruitment-2018-218-Constable-Posts-Khabar-Odisha-Employment-Section
(ଖବର ଓଡ଼ିଶା): ନିଯୁକ୍ତି ବିଭାଗ

ପଦବୀ ବିବରଣୀ : ଇଣ୍ଡୋ-ତିବେତାନ୍ ବର୍ଡର ପୋଲିସରେ ଭର୍ତ୍ତି ହେବାର ସୁଯୋଗ। କନଷ୍ଟେବଳ(ଟେଲିକମ୍) ଗ୍ରୁପ ସିରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସଂବୋଧିତ ୱେବସାଇଟକୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ। ନିମ୍ନରେ ଅଧିକନ୍ତୁ ବିବରଣୀ କରାଗଲା – 

ଆଇଟିବିପି କନଷ୍ଟେବଳ ଅନଲାଇନ୍ ଫର୍ମ ୨୦୧୮

ପଦବୀ ନାମ : କନଷ୍ଟେବଳ (ଟେଲିକମ୍) 

ପଦବୀ ସଂଖ୍ୟା : ୨୧୮

ବୟସ ସୀମା : (୨୭-୧୧-୨୦୧୮ ସୁଦ୍ଧା)

ସର୍ବନିମ୍ନ – ୧୮ ବର୍ଷ 

ସର୍ବାଧିକ – ୨୩ ବର୍ଷ 

ଶିକ୍ଷାଗତ ଯୋଗ୍ୟତା : ମାଟ୍ରିକ୍ କିମ୍ବା ତାଠୁ ଉର୍ଦ୍ଧ୍ୱ 

ଆବେଦନ ଶୁଳ୍କ : 

ଅସଂରକ୍ଷିତ ବର୍ଗ, ଓବିସି (ପୁରୁଷ) – ୧୦୦ ଟଙ୍କା 

ମହିଳା/ଏସସି/ଏସଟି/ଏକ୍ସ ସର୍ଭିସ ମ୍ୟାନ୍ – ଦେୟମୁକ୍ତ 

ପେମେଣ୍ଟ ମୋଡ୍ – ଅନଲାଇନ୍ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୨୯-୧୦-୨୦୧୮

ଶେଷ ତାରିଖ – ୨୭-୧୧-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ –

ଅନଲାଇନ୍ ଆବେଦନ ତାରିଖ – http://recruitment.itbpolice.nic.in/registrations/applicant-signup 

ବିଜ୍ଞପ୍ତି ନୋଟିସ୍ –  http://www.freejobalert.com/wp-content/uploads/2018/10/Notification-ITBP-Constable-Telecom-Posts.pdf 

ଅଫିସିଆଲ୍ ୱେବସାଇଟ୍ - http://recruitment.itbpolice.nic.in/ 

Subscribe

National International State Sports Entertainment