Home >
ଆଜି ରାଜ୍ୟରେ 4587 ଜଣ କରୋନାରୁ ସୁସ୍ଥ 8,44,801 ପହଞ୍ଚିଲା ସୁସ୍ଥ ତାଲିକା
Khabar Odisha:Today-the-list-of-recovery-people-in-the-state-from-covid-has-reached-844801-with-today-4587

ଭୁବନେଶ୍ୱର,ଜୁନ୍ 21(ଖବର ଓଡ଼ିଶା):ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ପୁଣି ୪୫୮୭ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିସାଇ ରାଜ୍ୟରେ ମୋଟ ୮,୪୪,୮୦୧ ଜଣ କରୋନାରୁ ଆରୋଗ୍ୟ ହେଲେଣି। ତେବେ ଆଜି ଖୋର୍ଧାରୁ ସର୍ବାଧିକ ୬୭୧,କଟକରୁ ୪୪୦,ବାଲେଶ୍ୱରରୁ ୩୨୦,ଯାଜପୁରରୁ ୩୧୩, ଅନୁଗୁଲରୁ ୨୪୪,ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁର ୨୦୨, କେନ୍ଦ୍ରାପଡାରୁ ୧୮୦ ସୁସ୍ଥ ହୋଇଛନ୍ତି।

ସେହିଭଳି ସୁନ୍ଦରଗଡରୁ ୧୫୫,ନୟାଗଡ଼ରୁ ୧୩୯,ନବରଙ୍ଗପୁରରୁ ୧୨୨, କେଉଁଝରରୁ ୧୧୫, ମାଲକାନଗିରିରୁ ୭୩, କୋରାପୁଟରୁ ୬୮,କନ୍ଧମାଳରୁ ୬୦, ରାୟାଗଡାରୁ ୬୦, କାଳାହାଣ୍ଡିରୁ ୫୯, ବରଗଡରୁ ୫୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୫୨, ସମ୍ବଲପୁରରୁ ୫୨, ଗଜପତିରୁ ୪୧, ସୋନପୁରରୁ ୪୧, ଗଞ୍ଜାମରୁ ୩୩,ଦେଓଗଡରୁ ୨୯,ଝାରସୁଗୁଡାରୁ ୨୦, ନୁଆପଡାରୁ ୧୫ ଏବଂ ରାଜ୍ୟ ପୁଲରୁ ୯୮ ସୁସ୍ଥ ହୋଇଛନ୍ତି।
 

  • Tags:

Subscribe

National International State Sports Entertainment