Home >
ବଢୁଛି ଶୀତର ପ୍ରକୋପ,କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଅଧିକ ଶୀତ ଅନୂଭୁତ
Khabar Odisha:The-severity-of-winter-is-increasing-Kandhamal-and-Koraput-districts-are-experiencing-more-winter
ଭୁବନେଶ୍ୱର, ନଭେମ୍ବର 22(ଖବର ଓଡ଼ିଶା)

ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଲଗାଇ ବସୁଛନ୍ତି, ତ କିଏ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ।ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ । କୁହୁଡ଼ିରେ ଆଚ୍ଛାଦିତ ହୋଇଛି ଶୀତୁଆ ସକାଳ । କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଅଧିକ ଶୀତ ଅନୂଭୁତ ହେଲାଣି । କୋରାପୁଟ ଜିଲ୍ଲାରେ ଥଣ୍ଡାର ପ୍ରକୋପ ବି ବଢ଼ିଛି । କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଗତ ଏକ ସପ୍ତାହ ହେଲା ରାଜ୍ୟର ଅଧିକ ଥଣ୍ଡା ଅନୁଭୂତ ହେଉଛି ।

  • Tags:

Subscribe

National International State Sports Entertainment