ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳିଦେଲେ ଦୁର୍ବୃତ୍ତ । ପୋଡ଼ାଜଳା ଅବସ୍ଥାରେ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ପୋଡ଼ା ଶବ ଉଦ୍ଧାର କରିଛି ସଇଁତଲା ପୋଲିସ l କେହି ଦୁର୍ବୁତ୍ତ ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତ ମହିଳା ହେଲେ ରତିନି ରଣା । ବୟସ ୫୫ ର୍ଷ ହେବ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି l ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛନ୍ତି ।