Home >
ପୁଣି ଶିଶୁକନ୍ୟା ଅଲୋଡ଼ା, ବୁଦାମୂଳରେ ପଡ଼ିଥିବା କାଗଜ ପେଟିରୁ ନବଜାତକ ଶିଶୁ ଉଦ୍ଧାର
Khabar Odisha:The-baby-girl-was-rescued-and-her-newborn-baby-was-rescued-from-the-wreckage
ବଲାଙ୍ଗିର,ନଭେମ୍ବର 26(ଖବର ଓଡ଼ିଶା):

ବଲାଙ୍ଗିର ଜିଲ୍ଲା ସୁଦପଡ଼ା ରେଳ ବ୍ରିଜ୍ ନିକଟରୁ ଜଣେ ମୃତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏକ ବୁଦାମୂଳରୁ କାଗଜ ପେଟିରୁ ନବଜାତକ ଶିଶୁ ଉଦ୍ଧାର ହୋଇଛନ୍ତି । 

ବିଳମ୍ବିତ ରାତିରେ କାଗଜ ପେଟି ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଏ କଣ ପାଇଁ ଏପରି କାର୍ଯ୍ୟ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । 

ପୋଲିସ୍ ଘଟଣାସ୍ଥଳରେ ପହଂଚି ପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି  ।

  • Tags:

Subscribe

National International State Sports Entertainment