Home >
ବିଏମସି କାର୍ଯ୍ୟାଳୟରେ ଜନସାଧାରଣ ପ୍ରବେଶ ଉପରେ ଜାରି ହେଲା କଟକଣା
Khabar Odisha:Restrictions-on-public-access-to-BMC-offices-continued
ଭୁବନେଶ୍ୱର, ଜୁନ ୩୦ (ଖବର ଓଡ଼ିଶା):

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ବିଏମସି କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

 

ଏ ସମ୍ପର୍କରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଏହା ସହ ରାଜଧାନୀ ଭୁବନେଶ୍ୱରରେ ବସ୍ତି ଅଞ୍ଚଳରେ କରୋନା ବ୍ୟାପୁଥିବାରୁ ବର୍ତ୍ତମାନ ରାଜଧାନୀର ବସ୍ତି ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ରାଜଧାନୀରେ ମାସ୍କ ଓ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବା ନେଇ ମଧ୍ୟ ସ୍ୱାର୍ଡ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । 

  • Tags:

Subscribe

National International State Sports Entertainment