Home >
ମୟୁରଭଞ୍ଜ ଜିଲ୍ଲାରେ ଲଜ୍ଜା, ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 2 ଗିରଫ
Khabar Odisha:Gange-rape-in-Mayurbhanj-2-arrested
ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :

ମୟୁରଭଞ୍ଜ ଜିଲ୍ଲାରେ ଲଜ୍ଜା  । ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଆଜି ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି  । ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି  । ଦୁଷ୍କର୍ମ ଅଭିଯୁକ୍ତ ଦୁଇଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା  ।

ସୂଚନା ଅନୁସାରେ,  ମକର କୁମା ଜାଳିବାକୁ ଯୋଗଦେବାକୁ ଥିବାବେଳେ ଜଣେ ଯୁବତୀଙ୍କୁ ଦୁଇ ପଡୋଶୀ ନଦୀ କୂଳରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି   ଘରକୁ ଫେରିବା ପରେ ପୀଡିତା ନିଜ ବଡ଼ ଭଉଣୀକୁ ପୁରା ଘଟଣା ବିଷୟରେ ଜଣାଇଲେ   ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି   ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି  ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ବୁଧୁରାମ ସିଂଙ୍କ ପୁଅ ସାନୁ ସିଂ ବୋଲି ଜଣାପଡିଛି 

  • Tags:

Subscribe

National International State Sports Entertainment