Home >
ଓଡିଶାକୁ ସହୟତାର ହାତ ବଢାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
Khabar Odisha:Delhi-Chief-Minister-Arvind-Kejriwal-extended-a-helping-hand-to-Odisha
ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା):

ବାତ୍ୟା ଉମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏ ନେଇ ସେ ଟ୍ୱିଟରରେ CM ନବୀନଙ୍କୁ ଟ୍ବିଟ୍‌ କରିଛନ୍ତି ।

ଅରବିନ୍ଦ କେଜରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ଏଭଳି ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । ଯେ କୌଣସି ସହାୟତା ଯୋଗାଇବାକୁ ଦିଲ୍ଲୀ ପ୍ରସ୍ତୁତ ଅଛି ।

  • Tags:

Subscribe

National International State Sports Entertainment